Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଅଭି
10 storys
ଖଟି ଗପ
Soumya Shubhadarshinee · 5 min read · 7.1K reads
ଅଭି କୁ ଭାରି ଭଲ ଲାଗେ ସେ ରଙ୍ଗର ସମାବେଶ। ପହଁଚି ଗଲା ପରେ ସେଠି ଆଗ ଦୃଷ୍ଟି ଖୋଜେ ସେଇ ଝୋଟିକୁ। ଆଉ ଘଡ଼ିଏ ତା ପ୍ରେମ ରେ ପଡ଼ିଯାଏ ସେ।
Fantasy
ଟାଟୁ
Jyotiranjan Sahu · 3 min read · 520 reads
ତା କଥା ଶୁଣି ଦୁଆର ମୁହଁରେ ବସିଥିବା ଖୁସିର ବୁଢୀମା ଚିଡିଚିଡି ହୋଇ କହିଲା " ଆଲୋ ଆମବେଳେ ଏ ଇସ୍ଟାଲ୍ ଫିସ୍ଟାଇଲ୍ କଣ ଆମେ ଜାଣିନଥିଲୁ । କାଳେ କେଉଁ ଛୁଆଧରା ନେଇଯିବ ଅବା କେତେବେଳେ ମୁଁ କେଉଁଠି ହଜିଯିବି ! ସେଇଥିପାଇଁ ମୋ ବା' ମୋ ନାଁ ଟା ହାତରେ ଲେଖାକରେଇଥିଲା ' ସାବିତ୍ରୀ '
Others
ମାଲପୁଆ
Jyotiranjan Sahu · 4 min read · 579 reads
ଲାଲିର ଆଖିରେ ଆଖି ମିଶାଇବାକୁ ଆଉ ଦୁଇ ଭାଇଙ୍କର ସାହସ ନଥିଲା । କେମିତି ନଜର ମିଶାନ୍ତେ ! ତାଙ୍କ ପାଇଁତ ବାପାଙ୍କ ଜୀବନରୁ ବଳି ଥିଲା ବାପାଙ୍କର ଧନ ସମ୍ପତ୍ତି । ସେହି ଧନ ସମ୍ପତ୍ତିପାଇଁ ଦୁଇ ଭାଇଙ୍କ ମଧ୍ୟରେ ମନାନ୍ତର ମତାନ୍ତର ସବୁକିଛି । କେଜାଣି କେତେ ବର୍ଷ ବିତିଯାଇଥିବ ଦୁଇ ଭାଇ ସ୍ନେହରେ ବାପାଙ୍କୁ ବାପା ବୋଲି ଥରଟିଏ ସମ୍ବୋଧନ କରିଥିବାର । ନା ଲାଲି ଜାଣିଥିଲା ନା ତା ବାପା ଭାବିଥିଲେ ଯେ ତାଙ୍କ ବାର୍ଦ୍ଧକ୍ୟର ଆଶାବାଡିକୁ ଲାଳସାର ଘୁଣ ଭିତରୁ ଭିତରୁ ପୋଲାକରିସାରିଲାଣି ବୋଲି !
Abstract
ଅବୁଝା ମନ
ଅବିନାଶ ସାହୁ · 3 min read · 545 reads
ବର୍ଷା ବି ଅଜଣା ଥାଏ କି ସେ ଯାହା ସହ ବନ୍ଧୁତା କରିଛି ସେ ଅଭି ନୁହଁ ବରଂ ରାଧେ ବୋଲି |
Drama
ଛେଳି
Satyabati Swain · 5 min read · 335 reads
ସେ ଟିକେ ଗମ୍ଭୀର ହୋଇ କହିଲା ନା ,ବର୍ଷା କେବଳ ପୋଡିଲା। କିନ୍ତୁ ଭଲ ଲାଗିଲା ତୋ ଜାବୁଡି ଧରିବା,ତୋ କିସ କରିବା, ମୋତେ ଉପରକୁ ଟେକି ମୋ ପ୍ରକରେ ତୋ ମୁହଁ ଗୁଞ୍ଜିବା।ମୋତେ ଭଲ ଲାଗିଲୁ ତୁ ତୋ ଖୋଲା ଓଦା ଦେହ।କଣ ଅଛି ତୋ ପାଖରେ କି ଏମିତି ଭଲ ଲାଗିଲା!ଲିପ୍ସା ଅବୁଝା ଆଖିରେ ଅୟୁତ ପ୍ରଶ୍ନ।
Others
ଝରାଫୁଲ
Sunita Kar · 8 min read · 239 reads
ଅଭି ମା’କୁ ଡାକି କହେ, ମା’ ତୁ ଏଠି ଏକା କାହିଁକି ଅଛୁ? ଚାଲ୍ ମୋ ସହ ଆମେରିକା । ସେଠି ଏକାଠି ରହିବା, ମତେ ଆଉ ଏତେ ଦୂର ଆସିବାକୁ ଇଚ୍ଛା ହେଉନି; ଖାଲି ତୋର ପାଇଁ ବାଧ୍ୟ ହେଉଛି ।
Classics
Loading…
Next page →