by Jyotiranjan Sahu ✓ · 8 Jul 2019
ତା କଥା ଶୁଣି ଦୁଆର ମୁହଁରେ ବସିଥିବା ଖୁସିର ବୁଢୀମା ଚିଡିଚିଡି ହୋଇ କହିଲା " ଆଲୋ ଆମବେଳେ ଏ ଇସ୍ଟାଲ୍ ଫିସ୍ଟାଇଲ୍ କଣ ଆମେ ଜାଣିନଥିଲୁ । କାଳେ କେଉଁ ଛୁଆଧରା ନେଇଯିବ ଅବା କେତେବେଳେ ମୁଁ କେଉଁଠି ହଜିଯିବି ! ସେଇଥିପାଇଁ ମୋ ବା' ମୋ ନାଁ ଟା ହାତରେ ଲେଖାକରେଇଥିଲା ' ସାବିତ୍ରୀ '
Loading comments…
Loading comments…