by Sunita Kar ✓ · 3 May 2021
ଅଭି ମା’କୁ ଡାକି କହେ, ମା’ ତୁ ଏଠି ଏକା କାହିଁକି ଅଛୁ? ଚାଲ୍ ମୋ ସହ ଆମେରିକା । ସେଠି ଏକାଠି ରହିବା, ମତେ ଆଉ ଏତେ ଦୂର ଆସିବାକୁ ଇଚ୍ଛା ହେଉନି; ଖାଲି ତୋର ପାଇଁ ବାଧ୍ୟ ହେଉଛି ।
Loading comments…
Loading comments…