ବୟସ୍କା ପ୍ରେମିକା ଓ କେବେ ଦେଖା ହୋଇ ନଥିବା ସ୍ତ୍ରୀ
ବୟସ୍କା ପ୍ରେମିକା ଓ କେବେ ଦେଖା ହୋଇ ନଥିବା ସ୍ତ୍ରୀDebasish Samantaray · 10 min read · 7.5K readsଜଣେ ବୟସ୍କ ଲେଖକ ମୋତେ କହିଲେ : ତୁ ମଦ ପିଉନୁ, ଅତର ମାରୁନୁ, ତୁ କି ଆକାଶରେ ଭାସିବୁ ନା ଗପ ଲେଖିବୁ ?
ସେତେବେଳେ କିଛି ସମୟ ପାଇଁ ମୋତେ ଲାଗିଲା ସବୁ ସାହିତ୍ୟିକ ମଦୁଆ ଆଉ ରସିକିଆ । ମୁଁ ହେଲେ ହୋଇଯାଆନ୍ତି ! କାରଣ ମୋତେ ଗପ ଲେଖିବାର ଅଛି ।Romance