StoryMirror - Read, Write, Share & Repeat- ଝରକାSoumya Shubhadarshinee · 8 min read · 14.4K readsବିନା ପୂର୍ବ ପ୍ରସ୍ତୁତିରେ ,ଏକଦମ ବ୍ୟସ୍ତତା ଭିତରେ ଯେଉଁ ସିଟ୍ ଗୋଟିକ ମିଳିଛି ସେଇଟି ଭାରି ମୂଲ୍ୟବାନ।Others
- ପ୍ରଶାନ୍ତିରେ ଦିନେPanchanan Jena · 7 min read · 971 readsଦୋଷ ମୋର କ’ଣ ? ମୋ ମା’ର କ’ଣ ମୁଁ ପୁଅ ନୂଂହେ? ସେ କ’ଣ ମୋତେ ଅନ୍ତଫାଡି ଜନ୍ମ ଦେଇନି ? ଦଶ ମାସ ଦଶ ଦିନ କ’ଣ ଗର୍ଭରେ ଧାରଣ କରିନି ?Tragedy
- ହଜି ଯାଉଥିବା ମାଟିAjaya Mahala · 4 min read · 7.5K readsଆଖି ବୁଲାଇ ଆଣିଲି ମୋ ନିଜ ଛୁଆମାନଙ୍କ ଉପରେ ବି।
ଆମେ ତିନି ଜଣ ଓହ୍ଲାଇଗଲୁ ଶେଷ ଗ୍ରୀଷ୍ମର ପାହାନ୍ତିଆ ଆକାଶ ତଳେ, ଅହମଦାବାଦ-ପୁରୀ ଏକ୍ସପ୍ରେସରୁ ।Inspirational
- ସହଧର୍ମିଣୀSantosh Kumar Nayak · 2 min read · 237 readsଫେମିନିଷ୍ଟ୍ ମାନେ କୁହା କୁହି ହେଲେ ' ଯୁଗ ବଦଳିବା ସମୟ ଆଗତ ପ୍ରାୟ !' ମସ୍କୁଲିନିଷ୍ଟ୍ ମାନେ କହିଲେ " ପୁରୁଷତ୍ବବିହୀନ ମଣିଷ ଟିଏ । ଲଜ୍ଜା ବୋଲି ଟିକିଏ ହେଲେ ନାହିଁ ।" ବରପିତା ଙ୍କ ଆତ୍ମ ସମ୍ମାନକୁ ଏତେ ଆଞ୍ଚ ଆସିଲା ଯେ ସେ ସିଧାସଳଖ ଯାInspirational
- ମହାଯାତ୍ରାBinay Mohapatra · 11 min read · 3.3K readsତୁ ଜଣେ ଆଶାବାନ ଉଦଯୋଗୀ ପୁରୁଷ ଥିଲୁ ତୁ, ସବୁବେଳେ ସବୁ କିଛି ଜିତି ଯିବାର ଲକ୍ଷ ନେଇ ଧାଉଁଥିଲୁ । କିନ୍ତୁ ହଠାତ୍ ତୋ ମୁଁହରେ ଏ ନିରାଶର ଭାବ କେଉଁଠୁ ଆସିଲା ? କେତେ କ୍ଳାନ୍ତ ଦେଖା ଯାଉଛୁ ତୁ ? ସକାଳେ ଯେମିତି କାନ୍ଦି କାନ୍ଦି ଆସିଥିଲୁ,Abstract
- ପଶି ଥାଅ ଫୋନରେParambrahma Tripathy · 3 min read · 249 readsମୁଁ ପଛକୁ ଚାହିଁ ପ୍ରଥମ ମହିଳାଙ୍କୁ ସାମାନ୍ୟ ବିଦ୍ରୁପ ସ୍ୱରରେ କହିଲି, ମାଉସୀଙ୍କୁ ଆପଣଙ୍କ ଏଟିଏମ କାର୍ଡ ନମ୍ବର ଆଉ ପିନ ଦେଇ ଦେଉ ନାହାନ୍ତି। ମହିଳା ଜଣକ ପ୍ରଥମେ ବୁଝି ପାରିଲେନି ପ୍ରାୟ। ମିନିଟିଏ ପରେ ପଚାରିଲେ, କାହିଁକି? ମୁଁ କହିଲି, ଘର ଦ୍ୱାର, ସ୍ୱର୍ଗ ମର୍ତ୍ତ ପାତାଳ, ଚଉଦ ପୁରୁଷ, ସବୁ ବିଷୟରେ ତ କଥା ହେଇ ସାରିଲେଣି। କେବଳ ଏଟିଏମ କାର୍ଡ ନମ୍ବର ଆଉ ପିନ ନମ୍ବର ବାକି ରହିଲା। ସେତକ ଦେଇଦେଲେ କାମ ଶେଷ, ଆଉ ଏତେବଡ଼ ପାଟିରେ ଆଲୋଚନା ଦରକାର ପଡ଼ିବନି।Comedy
Loading…