Loading…
ମୁଁ ପଛକୁ ଚାହିଁ ପ୍ରଥମ ମହିଳାଙ୍କୁ ସାମାନ୍ୟ ବିଦ୍ରୁପ ସ୍ୱରରେ କହିଲି, ମାଉସୀଙ୍କୁ ଆପଣଙ୍କ ଏଟିଏମ କାର୍ଡ ନମ୍ବର ଆଉ ପିନ ଦେଇ ଦେଉ ନାହାନ୍ତି। ମହିଳା ଜଣକ ପ୍ରଥମେ ବୁଝି ପାରିଲେନି ପ୍ରାୟ। ମିନିଟିଏ ପରେ ପଚାରିଲେ, କାହିଁକି? ମୁଁ କହିଲି, ଘର ଦ୍ୱାର, ସ୍ୱର୍ଗ ମର୍ତ୍ତ ପାତାଳ, ଚଉଦ ପୁରୁଷ, ସବୁ ବିଷୟରେ ତ କଥା ହେଇ ସାରିଲେଣି। କେବଳ ଏଟିଏମ କାର୍ଡ ନମ୍ବର ଆଉ ପିନ ନମ୍ବର ବାକି ରହିଲା। ସେତକ ଦେଇଦେଲେ କାମ ଶେଷ, ଆଉ ଏତେବଡ଼ ପାଟିରେ ଆଲୋଚନା ଦରକାର ପଡ଼ିବନି।
Comments
Loading comments…