English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ସୁଶାନ୍ତ
9 storys
ଚିହ୍ନା ମୁହଁ
Biswa Bharati Dash · 7 min read · 7.1K reads
- ଗୋଟେ କଥା କହିବି ? ସେଇଯେଉଁ ଝିଅ କଥା ,କହୁ ନ ଥିଲି , ତାର କେଡ଼େ ସୁନ୍ଦରୀ ଝିଅଟେ ମ !
Tragedy
ବାପା ର ହୃଦୟ
SIPRA NAMTA · 8 min read · 419 reads
ବିବାହର କେଇଟା ମାସ ଭଲରେ ଭଲରେ ଚାଲିଯିବା ପରେ ସୁଶାନ୍ତର ସ୍ତ୍ରୀ ପାଗଳୀ ବୋଲି ଘରେ କାମ କରୁଥିବା ମାନୀ ପ୍ରଥମେ ପ୍ରଚାର କଲା ।କାରଣ ଘର ଲୋକଙ୍କ....
Tragedy
ପ୍ରିୟ ଚଳଚ୍ଚିତ୍ର ବ୍ୟକ୍ତତ୍ୱ (ସୁଶାନ୍ତ ସିଂ ରାଜପୁତ)
Er. Suchismita Satpathy · 4 min read · 424 reads
ପ୍ରିୟ ଚଳଚ୍ଚିତ୍ର ବ୍ୟକ୍ତତ୍ୱ (ସୁଶାନ୍ତ ସିଂ ରାଜପୁତ)
Abstract
ଏକ ନିଆରା ଜନ୍ମଦିନ
sumita behera · 3 min read · 228 reads
ରଞ୍ଜିତାଙ୍କର ମନ ହେଉଥିଲା ତାଙ୍କ ପ୍ରିୟ ନାୟକ ମିଷ୍ଟର୍ ଇଣ୍ଡିଆ ଅନୀଲ୍ କପୁର୍ ଙ୍କ ସହ ଫୋଟୋ ଗୋଟିଏ ଉଠେଇବା ପାଇଁ। ପିଲାବେଳେ ଦେଖିଥିଲେ ସିନେମାଟି ।
Drama
ଅଶାନ୍ତ ନେଇଗଲା ସୁଶାନ୍ତ ଖୁସି
Narayan chandra Senapati · 6 min read · 579 reads
ହଠାତ ମୋବାଇଲଟା ରିଂ ହେଲା।ଦେଖିଲା ଲେଖାଅଛି ପିଣ୍ଟୁ।ମନରେ ଅମାପ କୌତୁହଳ ପୁଣି କଅଁଳିଲା।ଭାବିଲା ଖୁସି ଘର ଲୋକ ପ୍ରାୟ ରାଜିହୋଇଗଲେ, ସାଙ୍ଗ ମୋର ଜଣାଇବାକୁ କଲ କରିଛି।ହଁ ପିଣ୍ଟୁ କହ ର ଉତ୍ତର ଯାହା ଶୁଣିଲା ତା ହୃଦୟର ଆଶାଗଛଟା ସତେ ଯେମିତି ଜଙ୍ଗଲ ନିଆଁ ଲାଗି ପୋଡି ଯାଇଛି ବୋଲି ହୃଦବୋଧ ହେଲା।ପିଣ୍ଟୁର କଥା ଦି ପଦ "ସବୁ ସରିଗଲାରେ ସାଙ୍ଗ,ଆଜି ଖୁସିର ବାହାଘର"
Tragedy
ଦୁଇଟି ଭୋକର ଚିତ୍ର
Sachidananda Kar · 2 min read · 526 reads
ଢାବା ପିଲା ମୁର୍କି ହସିଲା। ବୋଧହୁଏ ସେ ବୁଝି ପାରିଲା ପେଟର ଭୋକ ଠାରୁ ମନର ଭୋକ ବଡ
Others
Loading…
Next page →