Loading…
ହଠାତ ମୋବାଇଲଟା ରିଂ ହେଲା।ଦେଖିଲା ଲେଖାଅଛି ପିଣ୍ଟୁ।ମନରେ ଅମାପ କୌତୁହଳ ପୁଣି କଅଁଳିଲା।ଭାବିଲା ଖୁସି ଘର ଲୋକ ପ୍ରାୟ ରାଜିହୋଇଗଲେ, ସାଙ୍ଗ ମୋର ଜଣାଇବାକୁ କଲ କରିଛି।ହଁ ପିଣ୍ଟୁ କହ ର ଉତ୍ତର ଯାହା ଶୁଣିଲା ତା ହୃଦୟର ଆଶାଗଛଟା ସତେ ଯେମିତି ଜଙ୍ଗଲ ନିଆଁ ଲାଗି ପୋଡି ଯାଇଛି ବୋଲି ହୃଦବୋଧ ହେଲା।ପିଣ୍ଟୁର କଥା ଦି ପଦ "ସବୁ ସରିଗଲାରେ ସାଙ୍ଗ,ଆଜି ଖୁସିର ବାହାଘର"
Comments
Loading comments…