English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ସ୍ବାଧୀନତା
9 storys
ସ୍ଵାଧୀନତା
Arabinda Rath · 11 min read · 1.4K reads
ଆରେ ଛାଡ ସେ ପୁରୁଣାକାଳିଆ କଥା ସବୁ। ଦୁନିଆ ଆସି କେଉଁଠି ପହଞ୍ଚିଲାଣି। ତୁମେ ସେଇ କଳାଧଳା ଯୁଗରେ ଅଛ ଆଜି ଯାଏ? ତାଚ୍ଛଲ୍ଯ କରି କୁହନ୍ତି ମୋହନ।
Crime
ସ୍ମୃତି ରେ ମୋ ବାପା
Rajalaxmi Tripathy · 2 min read · 687 reads
ଯେତିକି ଲକ୍ଷ୍ୟ କରିଛି ତାଙ୍କୁ, ବୁଝିଛି ଯେ ମିଥ୍ଯା କହିବା ଓ ଆଚରଣ ତାଙ୍କର ଘୋର ବିରୋଧୀ।
Inspirational
ଦେଶପ୍ରେମୀ
Arabinda Rath · 11 min read · 14.7K reads
ଆଉ କିଛି ବର୍ଷ ପରେ ମୁଁ ବି ବିଦେଶରେ ରହିବାର ଯୋଜନା କରିଛି। କିଏ ବଞ୍ଚିବ ଏ ଦେଶରେ? ଏମାନେ ପୁଣି କହୁଛନ୍ତି, ଆମେ ସ୍ବାଧୀନ ହେଲୁ।
Inspirational
ଟିମା ଚା' ଦୋକାନୀ
Sachidananda Kar · 2 min read · 432 reads
ଟିମା କହିଲା - ଘରେ କେହି ରୋଜଗାରିଆ ନାହାନ୍ତି।ଦୁଧ ବେପାରରୁ ତାର ଘର ଚଳେ।ସେତିକି ପାଇଁ ତାର କଣ ଏ ଦେଶରେ ସ୍ବାଧୀନତା ନାହିଁ ? ତା ପରି ଝିଅମାନଙ୍କୁ ଅସୁବିଧାରେ ଦେଖି ଟଣାଟଣି କରିବା କଣ ଭଦ୍ରଲୋକ ପୁଅର ସ୍ବାଧୀନତା ?
Inspirational
ସ୍ବାଧୀନତା ବନାମ୍ ମୁକ୍ତି
Fransis Satapathy · 3 min read · 7.2K reads
ସାହୁବାବୁଙ୍କୁ ଫୋନର ଅପରପାର୍ଶ୍ୱସ୍ଥ ମୋ ଘରଣୀଙ୍କର ମିଠା ମିଠା ଗାଳି ଟିକେ ଟିକେ ଶୁଭିଥିଲା....
Inspirational
ତ୍ରିରଙ୍ଗାର ମୂଲ୍ୟ
Sambit Srikumar · 1 min read · 179 reads
ଏତିକି ବେଳେ ସେଇଠି ଅଟକିଲା ବିଏମଡବ୍ଲୁ କାରଟିଏ। ତହିଁରୁ ଓହ୍ଲାଇ ଆସିଲା ସେଇ ବିଦ୍ୟାଳୟର ଛାତ୍ରୀଟିଏ। ବୟସ ପାଖାପାଖି ତେର ଚଉଦ ବର୍ଷ ହେବ।
Tragedy
Loading…
Next page →