by Sachidananda Kar ✓ · 16 Aug 2019
ଟିମା କହିଲା - ଘରେ କେହି ରୋଜଗାରିଆ ନାହାନ୍ତି।ଦୁଧ ବେପାରରୁ ତାର ଘର ଚଳେ।ସେତିକି ପାଇଁ ତାର କଣ ଏ ଦେଶରେ ସ୍ବାଧୀନତା ନାହିଁ ? ତା ପରି ଝିଅମାନଙ୍କୁ ଅସୁବିଧାରେ ଦେଖି ଟଣାଟଣି କରିବା କଣ ଭଦ୍ରଲୋକ ପୁଅର ସ୍ବାଧୀନତା ?
Loading comments…
Loading comments…