Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ସ୍ଵପ୍ନ
28 storys
ସ୍ଵପ୍ନ ରହସ୍ୟ
कार्त्तिक सेठी · 4 min read · 274 reads
"ଯେଉଁଠାରୁ ବି ହେଉ ନା କାହିଁକି ,ଯେଉଁଠି ବି ଭଲକଥା କିଛି ଶୁଣିବ ,ତାକୁ ଗ୍ରହଣ କରିବ ।ସେଠି ସ୍ଥାନ,କାଳ,ପାତ୍ର ବା ଜାତିର ବିଚାର କରିବ ନାହିଁ ।"
Others
ଦୋ ଛକିରେ
Madhumita Mishra · 4 min read · 195 reads
ସ୍ବପ୍ନ ନାୟିକାର ହାତ ଧରି ଦୁର୍ଗନ୍ଧ ଯୁକ୍ତ ପରିବେଶରେ ରହି ତାଙ୍କ ସେବା କରିବ । ନା ଏୟାର କଣ୍ଡିଶନିଂ ପ୍ରେକ୍ଷଳୟରେ ବସି ଜେଜେମା ଚଷମା ପଇସା ଖର୍ଚ୍ଚରେ ସ୍ବପ୍ନ ନାୟିକାର ଲସ୍ୟମୟ ଅଭିନୟ ଦେଖି ପପକର୍ନ ଖାଇ ତା ବାସ୍ନାରେ ହଜିଯିବ ।
Romance
ହୃଦୟର କଥା
Ajay kumar Behera · 2 min read · 225 reads
ହଁ ଗୋଟିଏ କଥା ତୁମ ପୁଅର ଅସୁମାରୀ ସ୍ୱପ୍ନ ସିଏ ଦିନେ ପୁରଣ କରିବ ନିଶ୍ଚୟ ଆଉ ଯଦି ଅସମର୍ଥ ହୁଏ ତେ ବେ ତା ପାଇଁ ଦୁଃଖ କରିବନି କି ଅନୁତାପ ବି କରିବନି କାହିଁକି ନା ଧର୍ମପଦ ଭଳି ସେ ବି ହସି ହସି ପରିବାରର ଖୁସି ପାଇଁ ବିଦାୟ ନେବ ।
Inspirational
ସନ୍ଧ୍ୟା ଘଣ୍ଟା
Satyabati Swain · 3 min read · 369 reads
ବିଧୁ ମା’ ଉଣେଇଶ ଅନେଶୋତ ମହାବାତ୍ୟାରେ କେତେ ବ୍ୟସ୍ତ, ବିବ୍ରତ ହେଉଥିଲା ସତେ ! ଆଜି ସବୁ ନୀରବ । ସେ ବିଚଳିତ ହେଉନାହାନ୍ତି । କେବଳ ଅପେକ୍ଷା କେତେବେଳେ ବାଜିବ ତାଙ୍କ ଜୀବନର ସନ୍ଧ୍ୟା ।
Thriller
ସ୍ବପ୍ନ ସବୁକୁ କବର ଦେଇ ସାରିଲା ପର
Prasant Kumar Senapati · 2 min read · 14K reads
ନିଜ ପାଇଁ ସ୍ଵପ୍ନ ଦେଖୁ ଦେଖୁ ଏ ଗୁଣ୍ଡୁଚି ମାନେ ସମାଜକୁ ପୂରାପୂରି ପାସୋରି ଦିଅନ୍ତି । ନିଜ ସ୍ଵପ୍ନ ସବୁକୁ କବର ଦେଇ ।
Tragedy
ପ୍ରବେଶ ପଥ-୨
RAJENDRA PRASAD DASH · 4 min read · 187 reads
ସ୍ଵପ୍ନ , ଏକ କଳ୍ପନା ନା ଆଉ କିଛି ? ମନୁଷ୍ୟ କୁ ସର୍ବଦା ଲାଗି ଆସିଛି ସ୍ଵପ୍ନ କେବଳ ତା ନିଦ ରେ ସୀମିତ ।
Fantasy
Loading…
Next page →