by Satyabati Swain ✓ · 18 May 2019
ବିଧୁ ମା’ ଉଣେଇଶ ଅନେଶୋତ ମହାବାତ୍ୟାରେ କେତେ ବ୍ୟସ୍ତ, ବିବ୍ରତ ହେଉଥିଲା ସତେ ! ଆଜି ସବୁ ନୀରବ । ସେ ବିଚଳିତ ହେଉନାହାନ୍ତି । କେବଳ ଅପେକ୍ଷା କେତେବେଳେ ବାଜିବ ତାଙ୍କ ଜୀବନର ସନ୍ଧ୍ୟା ।
Loading comments…
Loading comments…