Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ହରିଆ
17 storys
ମନେ ପଡେ ପିଲା
TUKUNA SAHU · 1 min read · 4K reads
ସଭ୍ୟତା ଆଜି ଟଙ୍କା ପାଖରେ ବନ୍ଧା ପଡ଼ିଛି ମୁଁ ଖୋଜୁଛି ସେଇ ଅତୀତ କୁ ଆଉ ଝୁରୁଛି ସେଇ ଶିତ ଭିଜା ସକାଳ କୁ ମିଳିବନି ଆଉ ମୁଁ ଜାଣିଚି ସେ ହଜିଲା..
Others
ବନ୍ଧନ
Pramod Kumar Jena · 3 min read · 527 reads
ନିଜ ସାଧ୍ୟମତେ ଆପ୍ରାଣ ଚେଷ୍ଟା କରିବ ବୋଲି ଆଶ୍ୱାସନା ଦେଉଛି । ତା’ ସ୍ୱାମୀ ତା’ ପାଖରେ ଥାଉ, ସୁଖ ହେଉ...
Tragedy
ବନ୍ଧନ
Pramod Kumar Jena · 3 min read · 7.8K reads
ବୋଉ କହୁଥିଲା, କାଲି ହରିଆ ଆଉ କେତେ ଜଣ ଯିବେ ଦାଦନ ଖଟିବା ପାଇଁ l କିଏ ଜଣେ ଦଲାଲ ଆସି ନେଇଯିବ l
Tragedy
କନ୍ଦେଇଲା ୧୦୦
Prabhas Mohapatra · 2 min read · 420 reads
ହରିଆ_ସତରେ ? ଆରେ ଆମେ ଗରିବୀ ଲୋକ ତିଅଣ କିଣିବାକୁ ତ ପଇସା ନାହିଁ । ପିଆଜ ହେଲେ ଚଲେଇ ନେଉଥିଲେ ମାତ୍ର ସେବି କନ୍ଦେଇଦେଲା ।
Abstract
ଆଧୁନିକ ପରିବାର
Sukanti Hotta · 2 min read · 545 reads
ଦାମୁ କହିଲା, ହଉରେ ସାଙ୍ଗ ଯୁଗ ବଦଳିଲା ଆମକୁ ବି ସମୟ ସାଥିରେ ବଦଳିବାକୁ ପଡିବ ଆମେ ଆଉ କେତେଦିନ ବଂଚିବା ଶୁଖିଲା ପତର କେତେବେଳେ ଝଡ଼ିଯିବା । ମଣିଷ ନୂଆନୂଆ ଯନ୍ତ୍ରପାତି ବାହାର କଲା ସବୁ ସହଜ ସୁବିଧା ହେଲା କିନ୍ତୁ ଯଦି ଯନ୍ତ୍ରପାତିର ସଦୁପଯୋଗ ନକଲା ତାହେଲେ ପରିବାର ନଷ୍ଟ ହୋଇଯିବ ।
Fantasy
ସ୍ଵପ୍ନଭଙ୍ଗ
Minakshi Samal · 5 min read · 307 reads
ସେଇ ଅନ୍ଧାରିଆ କୋଠରୀ ଭିତରକୁ ଚେମାକୁ ଧକ୍କା ଦଉ ଦଉ ଲୋକଟି ଚିଲ୍ଲେଇ ବାର ଶୁଣିଲା ଚେମା । ଆରେ ସେ ତ ତତେ ଏଇଠି ସବୁଦିନ ପାଇଁ ଛାଡି ଦେଇ ଯାଇଛି । ଏବେ ସବୁ ଦିନ ପାଇଁ ଏଇ ଯାଗାଟା ତୋର ଘର । ଚେମା ବୋଉ ପାଇଁ ଆଣିଥିବା ଚୁଡି ହଳକକୁ ଜାବୁଡି ଧରି ଥମ କରି ସେଇଠି ବସିଗଲା । ଆଖିରୁ ତାର ବୋହି ଚାଲିଥିଲା ଶ୍ରାବଣର ବାରି ଧାରା ।
Tragedy
Loading…
Next page →