ସେଇ ଅନ୍ଧାରିଆ କୋଠରୀ ଭିତରକୁ ଚେମାକୁ ଧକ୍କା ଦଉ ଦଉ ଲୋକଟି ଚିଲ୍ଲେଇ ବାର ଶୁଣିଲା ଚେମା । ଆରେ ସେ ତ ତତେ ଏଇଠି ସବୁଦିନ ପାଇଁ ଛାଡି ଦେଇ ଯାଇଛି । ଏବେ ସବୁ ଦିନ ପାଇଁ ଏଇ ଯାଗାଟା ତୋର ଘର । ଚେମା ବୋଉ ପାଇଁ ଆଣିଥିବା ଚୁଡି ହଳକକୁ ଜାବୁଡି ଧରି ଥମ କରି ସେଇଠି ବସିଗଲା । ଆଖିରୁ ତାର ବୋହି ଚାଲିଥିଲା ଶ୍ରାବଣର ବାରି ଧାରା ।
Loading comments…