StoryMirror - Read, Write, Share & Repeat- ବୋଉ ହାତSatyabati Swain · 5 min read · 372 readsମୋତେ ବାଧା ହେଲେ ରାଗିଯାଏ ମୋ ପିଲାଙ୍କ ଉପରେ । ମାରେ,ଗାଳି କରେ ବି । ହେଲେ ମୋ ବୋଉ ଦିନେ କେବେ ମୋତେ ଗାଳି କି ମାଡ଼ ଦେବା ଜମା ମନେ ନାହିଁ । କେମିତି ସମ୍ଭାଳି ଥିଲା ପାଞ୍ଚଟି ଛୁଆ ! ବୋଉର ପୁଣି ଶାଶୁ ନ ଥିଲା । ଶଶୁର ସୁଦୁ ବଦ ରାଗି । ଶାଶୁଙ୍କୁ ଅତି କମ ବୟସରେ ଶଶୁର ହରେଇ ଥିଲେ । ଏଣୁ ବୋଉକୁ ମିଳି ନ ଥିଲା ଶାଶୁ ସୁଖ କି ଦୁଃଖ ।Inspirational
- ଶାସ୍ତି...Debadatta Jena · 6 min read · 389 readsଯେଉଁଠି ସେ ଖେଳୁଥିଲା, କୁଦୁଥିଲା ନିଜର ଅତି ପ୍ରିୟ ସାନ ଭାଇ ମନିଆ, ଆଉ ଆଦରର ଗେଲ୍ଲୀ ଭଉଣୀ ପୁନି ସହିତ, କେତେ ଓଷା,କେତେ ପାର୍ବଣ, କୁଆଁର ପୁନେଇଁ ଜହ୍ନ | ସବୁକୁ ହରେଇ ସେ ଆଜି ନିଃସ୍ୱ, ସର୍ବସ୍ୱାନ୍ତ, କେବଳ କେଇ ଖଣ୍ଡ ହାଡ଼...Tragedy
- ଯମୁନାଗଡ ମର୍ଡର ମିଷ୍ଟ୍ରିSunil Bastia · 7 min read · 258 readsସବୁକୁ ହାତରେ ଧରି ତାକୁ ଠାରରେ ସେକହିଲି ମଣିଷଙ୍କ ପାଖରୁ ଏମିତିକା ଜିନିଷ ପାଇଲେ ସବୁ ମୋତେ ଦେବୁ, ବାକି ସବୁ ମାଂସ ହାଡ଼ ତୁ ଖାଇବୁ । ତାହେଲେ ମୁଁ ତୋତେ ସବୁ ବେଳେ ଏମିତି ଅଖା ବସ୍ତାରେ ଖାଇବା ଯୋଗେଇବି ।Crime
- ହତ୍ୟାshibananda barik · 2 min read · 195 readsଏଇ ଦେଖୁନ, ତା ଖପୁରୀ, ଆଉ ଏସବୁ ତା ହାଡ଼, ଆଉ ଏଇଟା ଦେଖ ତା ରେଡ କଲର୍ ଲେଗିନ୍ସ, କାଲି ତ ଟିଭିରେ ପରୀକୁ ଦେଖୋଉଥିଲା ।Thriller