ମୋତେ ବାଧା ହେଲେ ରାଗିଯାଏ ମୋ ପିଲାଙ୍କ ଉପରେ । ମାରେ,ଗାଳି କରେ ବି । ହେଲେ ମୋ ବୋଉ ଦିନେ କେବେ ମୋତେ ଗାଳି କି ମାଡ଼ ଦେବା ଜମା ମନେ ନାହିଁ । କେମିତି ସମ୍ଭାଳି ଥିଲା ପାଞ୍ଚଟି ଛୁଆ ! ବୋଉର ପୁଣି ଶାଶୁ ନ ଥିଲା । ଶଶୁର ସୁଦୁ ବଦ ରାଗି । ଶାଶୁଙ୍କୁ ଅତି କମ ବୟସରେ ଶଶୁର ହରେଇ ଥିଲେ । ଏଣୁ ବୋଉକୁ ମିଳି ନ ଥିଲା ଶାଶୁ ସୁଖ କି ଦୁଃଖ ।
Loading comments…