Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ହିସାବ
22 storys
ହିସାବ
Swagatika Mishra · 5 min read · 8K reads
କିଏ କହୁଥାଏ ଆରେ ମା ବୋଧେ କୋପ କରିଛନ୍ତି,କିଏ କହୁଥାଏ ଏଇ ରଘୁ ପୁରୋହିତ କିଛି ଅନିଷ୍ଟ ନିଶ୍ଚେ କରି ଥିବା!!କିଏ କହୁ ଥାଏ କିଛି ବେନିୟମ ହୋଇଛି ବୋଧେ
Tragedy
ଗୃହିଣୀ
Sunanda Mohanty · 2 min read · 125 reads
ଗୃହିଣୀ
Abstract
ପୁତ୍ର ଧର୍ମ
Dr Jharana Satapathy · 5 min read · 639 reads
ବାପା ମୁଁ ମଧ୍ୟ ବଡ ହେଲାପରେ, ତୁମେ ବୁଢାହୋଇଗଲା ପରେ ତୁମକୁ ନେଇ ବୃଦ୍ଧାଶ୍ରମରେ ଛାଡିଆସିବି ଆଉ ମୁଁ ମୋର ପୁତ୍ର ଧର୍ମ ପାଳନ କରିବି।ତୁମେ ଯେପରି ତୁମର ଧର୍ମ ପାଳନ କରିଛ।
Tragedy
ହିସାବ
Seetaram Dash · 2 min read · 517 reads
ଦିନ ଥିଲା ଚିନ୍ମୟୀ ଦେବୀ ଭୋର ଚାରିଟାରୁ ପୁଣି ରାତି ଦଶ ପର୍ଯ୍ୟନ୍ତ ଖଟୁଥିଲେ। ଚାଷବନ୍ଦୀ ଘର। ଗୁହାଳେ ଅନେକ ଗୋରୁଗାଈ। ତା ସାଙ୍ଗକୁ ଧାନ ଉଁସା, ଘଷି ପରା, ଓଷା ବ୍ରତ ଏବଂ ବନ୍ଧୁବାନ୍ଧବ ଘରର ଯାବତୀୟ କାମ ଏକା କରୁଥିଲେ। ଏମିତିକି ଚାଷ ବାସ ସମୟରେ ଧାନ, ମୁଗ ବିରି ପାଛୁରା ପାଛୁରି କରି ବର୍ଷକ ପାଇଁ ସାଇତି ରଖିବାକୁ ପଡୁଥିଲା। ନିଜ ଖାଇବା ପିଇବା ଦେହ ମୁଣ୍ଡ କଥା ଦିନେ ମଧ୍ୟ ଭାବିବାକୁ ସମୟ ପାଇଁ ନାହାନ୍ତି ବୟସ ବେଳେ। ମନରେ ଗୋଟିଏ ଅଭିଳାଷ ପୁଅ ଅଙ୍କିତ ବଡ଼ ହୋଇଗଲେ ମୋ ଦୁଃଖ ସରିଯିବ। ଦଣ୍ଡେ ବସୁ ନ ଥିବା ମଣିଷଟି ଏବେ ସମୟ ନିକଟରେ ହାର ମାନିଛି। ବୟସ ତାଙ୍କୁ ପୋକଖିଆ ବାଉଁଶ ପରି ଦୁର୍ବଳ କରିଦେଇଛି। ବୋଉର ପାଟି ଶୁଣି ଘର ଭିତରୁ ଅଙ୍କିତ ଆସି ବୋଉ ଉପରେ ବହୁତ ବିରକ୍ତ ହେଲା। ରାଗରେ କହିଲା, "କଣ ଦରକାର ଆଡେ ସାଡେ ଯିବା। ଗୋଡ଼ ତ ଭଲ ନାହିଁ। ତତେ କିଏ କହୁଛି କାମ କରିବାକୁ। ବୁଲିବା ଗୋଟେ ତୋର ଅଭ୍ୟାସ, ଘେରାଏ ନ ବୁଲିଲେ ସତେ ଯେମିତି ଭାତ ହଜମ ହେବନି। ଜାଣିଛୁ ଏ ଗୋଡ଼ ପାଇଁ କେତେ ଟଙ୍କା ଖର୍ଚ୍ଚ ହେଲାଣି। ଛ ମାସରେ ତିରିଶ ଚାଳିଶ ହଜାର ଖର୍ଚ୍ଚ ହେଲାଣି। ତତେ କଣ ଜଣା ପଡୁଛି। ଛ ମାସ ହେଲାଣି କେତେ କ୍ଷୀର ତୋ ପାଇଁ ଆସୁଛି ହିସାବ କରିଛୁ" ବୋଉ ଶାନ୍ତ ଚିତ୍ତରେ କହିଲେ, "ମୁଁ ହିସାବ କରିବା କଣ ଦରକାର। ତୁ ତ ହିସାବ କରୁଚୁନା...." ଚିନ୍ମୟୀ ଦେବୀଙ୍କ ମୁହଁରେ ଏକ ଭିନ୍ନ ପ୍ରକାର ହସ ଥିଲା। ଅଙ୍କିତ ବୋଉ ଏମିତି ହସିବାର କେବେ ଦେଖିନି। ଅଙ୍କିତ ପାଇଁ ସେ ହସ ଥିଲା ମୋନାଲିସାର ହସ ଠୁ ବି ଆହୁରି ରହସ୍ୟମୟ। କିଛି ବି ବୁଝି ପାରିଲାନି ଅଙ୍କିତ, ବୋଉ ଦୁଃଖରେ ହସୁଛି ନା ଖୁସିରେ...
Tragedy
ଅଧିକ ପ୍ରେମ ନୁହଁ ଉତ୍ତମ
Dipti lekha Mishra · 3 min read · 567 reads
ମୋ ନନା ବାପା ମାନଙ୍କୁ ଏତେ ଭଲ ପାଉଥିଲେ ଯେ ଦିନେ ବି ହିସାବ ଖାତା କଲେନି କେତେ ଦେଲି ଆଉ କେତେ ନେଲି ।
Tragedy
ଚିର ସୌଭାଗିନୀ
sanghamitra pattnaik · 2 min read · 363 reads
ଚିର ସୌଭାଗିନୀ
Classics
Loading…
Next page →