Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ହୋଟେଲ୍
4 storys
ମୁଁ ଆଉ ମୋ ଷ୍ଟୋରୀମିରର୍
T.Durga Prasad Rao · 2 min read · 534 reads
ତାଙ୍କ ହାତଟି ସ୍ୱତଃ ଉଠି ଯାଇଥିଲା ନିଜର ଡାହାଣ ଗାଲକୁ। ତାଙ୍କର ଅସହାୟତା ଦେଖି ମୁଁ ହସି ଉଠିଲି ଖୁବ୍ ଜୋର୍ ରେ।
Inspirational
ବୟଫ୍ରେଣ୍ଡ
Shaktiprava Mishra · 2 min read · 504 reads
ହୋଟେଲ୍ ବୟଟି ସିଧା ଅବିନାଶ ପାଖକୁ ଯାଇ କାର୍ଡଟି ମାଗିଆଣିଲା । ତା ଟିପସ୍ ପାଉଣାକୁ ପକେଟରେ ପୁରେଇ ଯିବାକୁ ବାହାରିଲା ବେଳେ ନିରାଲି ତାକୁ ପଛରୁ ଡାକି ପଚାରିଥିଲା, ‘ ଦୁଇଜଣଙ୍କ ଭିତରୁ ଅବିନାଶ ମୋର ସ୍ୱାମୀ ଏକଥା ତୁମେ କେମିତି ଜାଣିଲ ?’ ହୋଟେଲ୍ ବୟ ଟିକେ ଶଂକିଯାଇ ଧିର ସ୍ୱରରେ କହିଲା, ଏକଥା ଜାଣିବା ପାଇଁ କଣ ଅସୁବିଧା ଅଛି ମାଡାମ ।ଆପଣଙ୍କ ସହିତ ଯିଏ ମନଖୋଲି ହସୁଥିଲେ ସିଏ ସାଙ୍ଗ ଆଉ ଅନ୍ୟ ଜଣକ ସ୍ୱାମୀ ।
Romance
କାହାକୁ କହିବନି (ତୃତୀୟ ଭାଗ)
ପ୍ରଶାନ୍ତ କୁମାର ବେହେରା · 4 min read · 381 reads
ପ୍ରଥମତଃ ସେମାନେ ଲଞ୍ଚ୍ ଦେବେ ବୋଲି କହିଥିଲେ l ଏଣେ ଦିନ ୧.୩୦ ହେଲାଣି ସେତବେଳକୁ l ଦେଖାଗଲା ଯେଉଁ ମାନେ ଆଡଭାନ୍ସ ଦେଇ ବୁକ୍ କରୁଛନ୍ତି କେବଳ ସେଇ ମାନଙ୍କୁ ଲଞ୍ଚ୍ ସର୍ଭ କରାଯାଉଛି l
Others
ଭ୍ରମଣ କାହାଣୀ...
Bijayalaxmi Das · 2 min read · 136 reads
ଶେଷରେ ଫ୍ଲାଇଟ୍ ଛାଡ଼ିବା ସମୟ ହେଲା। ଆମେ ପ୍ଲେନ୍ ଭିତରେ ଯାଇ ବସିଲୁ।
Others