Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Comedy · Top ranked
ଓଡ଼ିଆ · storys
Trending
By rank
ବରପୁତ୍ର
Aravinda Das · 2 min read · 1.8K reads
ଲୋକଟା ଏକଦମ ଅନପ୍ରଫେସନାଲ।ଫଟରେ ନାଁ ନମାରି ପଠେଇଛି।
Comedy
ଉଚିତ ଜବାବ
Pramod Kumar Jena · 2 min read · 1.5K reads
ଆରେ ୟେ କ’ଣ ? ପ୍ୟାକେଟ୍ ଦୁଇଟା ଏ ପର୍ଯ୍ୟନ୍ତ ନବ ବିବାହିତ ଯୋଡିଙ୍କୁ ନ ଦେଇ ପାଖରେ କାହିଁକି ରଖିଛନ୍ତି ?
Comedy
ଆ ବୈଲ୍ ମୁଝେ ମାର୍
Bauribandhu Lenka · 5 min read · 1.7K reads
ହିନ୍ଦୀ ଭାଷାରେ ଏକ ଲୋକ ଉକ୍ତି ଅଛି " ଆ ବୈଲ୍ ମୁଝେ ମାର୍" । ତାଙ୍କ ପାଇଁ ଉକ୍ତିଟି ପ୍ରଜୁଜ୍ୟ ନୁହେଁକି ? ନା ଆପଣ କଣ କହୁଛନ୍ତି କୁହନ୍ତୁ ନା ।
Comedy
ମୋ ଧର୍ମପତ୍ନୀ
Jagannath Sahoo · 2 min read · 1.4K reads
ଏଇଆ ବୋଉ ମୋର ପଞ୍ଚମ ପାସ କିନ୍ତୁ ପତ୍ନୀ ଏମ. ବି. ଇ. ଡି !!ବୋଉ ସକାଳୁ ପାଞ୍ଚ ଟାରୁ ଉଠି ଘରର ଦାଣ୍ଡରେ ଗୋବର ପାଣି ପକେଇ ଓଲେଇ ବାସନ ମାଜି,
Comedy
ପ୍ରଥମ
Sulagna Mohanty · 2 min read · 43.1K reads
"ସେଇଟା ତ ହଉଛି ସବୁଠୁ ମହତ୍ୱପୂର୍ଣ୍ଣ ମୁହୁର୍ତ୍ତରେ ମା। ପ୍ରଥମ ! ସବୁ ପ୍ରଥମର ଗୋଟିଏ ଅଲଗା ବିଶେଷତ୍ୱ ଥାଏ।
Comedy
ଅକାମବାଲୀ
Arabinda Rath · 10 min read · 29.6K reads
ଆରେ ଥରେ ତ ଆସ, ଦେଖିବ ଲୋକଟି କେମିତି କାମ କରୁଛି। ସଦା ବେଳେ ସେ ନିଆଁଗିଳା ଟିଭିଟାରେ କଣ ଦେଉଛି ଯେ ପରଦା ଉପରୁ ଆଖି ହଟୁନି।
Comedy
ଅସହାୟ ବାପାମାନେ( ଷଷ୍ଠ ଭାଗ )
ପ୍ରଶାନ୍ତ କୁମାର ବେହେରା · 9 min read · 1.3K reads
ମୋ କଥାରେ ପିଲାମାନେ ପୁରା ବୁଝିଗଲା ପରି ରୋଲ୍ କରନ୍ତି l କିନ୍ତୁ ତାହା କିଛି ସମୟ ପାଇଁ କେବଳ l ପରେ ପୁଣି ଯେଉଁକଥାକୁ ସେଇକଥା l ତେବେ ପିଲାମାନେ ଯେ ଖାଲି ପ୍ରେମ ପ୍ରଣୟ କଥା ଗପନ୍ତି ତାହା ନୁହେଁ l ସମୟେ ସମୟେ ଖୁବ୍ ମଜାଳିଆ କଥାବାର୍ତ୍ତ
Comedy
ଚେମେଣିଙ୍କ ମୋବାଇଲ
Arabinda Rath · 10 min read · 28.9K reads
କୁଆ କୁ ଯେତେ ଉପାୟରେ ତାଲିମ ଦେଲେ କଣ ସେ କୋଇଲି ପରି ଗୀତ ଗାଇବ ନା ସାପକୁ ଗୀତା ଭାଗବତ ପଢେଇଲେ ସେ କାମୁଡା ଛାଡି ପିଠି ସଲସଲ କରିବ ?
Comedy
ରମ୍ୟରଚନା - ଭାରତ ବନ୍ଦ
Jayanta Mohapatra · 6 min read · 24.3K reads
ରାଜନୀତି ପାଇଁ ସମସ୍ୟାର ସମାଧାନ ଯେତେ ଜରୁରୀ ନଥାଏ, ତାଠାରୁ ଅଧିକ ଜରୁରୀ ଥାଏ ତାକୁ କିଏ କରିଲା ।
Comedy
ଫୁଙ୍କା ଡାକ୍ତର
Lopamudra Mishra · 12 min read · 29.9K reads
ବୃଦ୍ଧା କନକ କମ୍ପାଉଣ୍ଡର ବାବୁ ଙ୍କ କଥା ଏକଦମ ବୁଝିଗଲେ l ତାଙ୍କ ପେଟ ଯନ୍ତ୍ରଣା କମିଲା କି ନାହିଁ କେଜାଣି l, ମୁହଁ ଟାକୁ କିନ୍ତୁ ହାଣ୍ଡି କରି..
Comedy
ଓଲଟ ଶ୍ରାଦ୍ଧ
Lopamudra Mishra · 6 min read · 31.1K reads
ହଇଓ ନନା !ତୁମକୁ କଣ ଠିକ ମନ୍ତ୍ର ଜଣା ନାହିଁ ନାଁ କଣ? ପିଣ୍ଡ ତ କାହିଁ ଠିକ ଜାଗାରେ ପହଞ୍ଚୁନି? ଭୁଲ ଭାଲ ମନ୍ତ୍ରଗୁଡାକ ସବୁ କହୁଛ ଆଉ l
Comedy
ସୁକୁଟାସନ
Arabinda Rath · 13 min read · 1.4K reads
ଏ ଦାଢିଆ ବାବା ଙ୍କ ପାଇଁ କେତେ ଯେ ନିରିହ ଲୋକଙ୍କ ସୁଖନିଦ୍ରାରେ ନିଆଁ ଲାଗି ଯାଇଛି ତାହାର ହିସାବ ନାହିଁ।
Comedy
ସିଲିର ହୋଲଫି
Monalisa Dash · 2 min read · 1.4K reads
ପ୍ରାୟ ଅଧା ଘଣ୍ଟା ଫଟୋ ଉଠା ହେଲା ପରେ ମାତ୍ର ତିନୋଟି ଫଟୋ ଶେଫାଳୀଙ୍କ ମନକୁ ପାଇଲା |
Comedy
ଆମେ ଓଡିଆ
Kulamani Sarangi · 2 min read · 29.1K reads
ବିଶୁବାବୁ ଭାଷା ଆନ୍ଦୋଳନର ଜଣେ ଆଗଧାଡିର ନେତା।ନିଜକୁ କବିଭାବରେ ପ୍ରତିଷ୍ଠିତ କରିବାର ଅଦମ୍ୟ ଅଭିଳାଷା।ଓଡିଆ ଶାସ୍ତ୍ରୀୟଭାଷାର ମାନ୍ୟତା ପାଇବା....
Comedy
ଫାବିତ୍ରୀ ବ୍ରତ କଥା
Arabinda Rath · 9 min read · 29.9K reads
ଚିତ୍ରଗୁପ୍ତଙ୍କୁ ପାଖକୁ ଡାକି କହିଲେ-- ମୁଁ କିଛି ଦିନ ଛୁଟିରେ ଯିବି। ଦରଖାସ୍ତଟା ବ୍ରହ୍ମାଙ୍କ ପାଖକୁ ନିଜେ ନେଇ ଯାଅ।
Comedy
ବାପଲୋ
Arabinda Rath · 7 min read · 28.7K reads
ସେ ଯାହା ବି ହେଉ କିନ୍ତୁ “ବାପଲୋ” ମେଡିକାଲ ହତା ମାଡିବା ପରେ ମହାଜନଙ୍କ କାଶ ପୁରା ବନ୍ଦ ହୋଇଗଲା।
Comedy
ପାରିଶ୍ରମିକ
Kamala Satpathy · 12 min read · 42.6K reads
ସେ ନିଜ ପତ୍ନୀକୁ ଦେଖୁଛନ୍ତି ନା ପତ୍ନୀ ରୂପରେ ଠିଆ ହେଇଥିବା ନାରୀମୁକ୍ତିର ଆବାହନକାରୀ, କେହି ଅପରିଚିତ ସଭାନେତ୍ରୀକୁ ଦେଖୁଛନ୍ତି ?
Comedy
ସାହିତ୍ଯ ଚର୍ଚ୍ଚା
Arabinda Rath · 9 min read · 30K reads
ଖାଦ୍ୟ ଠାରୁ ବେଶି ସୁନାରେ ଲୋଭ ଜୀବନରେ ତାର ଖାଲି ଅଭାବ ଏପରି ବେଲଣା ଯା ଭାଗ୍ୟେ ଲେଖା କାହୁଁ ସେ କରିବ ସାହିତ୍ୟ ଚର୍ଚ୍ଚା।
Comedy
ଆଧି ଘରୱାଲୀ
Kamala Satpathy · 13 min read · 29.7K reads
ଏକ ନିଆରା ବାହାଘର...
Comedy
ହେ..ଲୋ..
Bhabani charan Mishra · 3 min read · 29.9K reads
ଆରେ କାହିଁ ଇୟେ ଆଉ ସେଇ ଭଦ୍ର ଲୋକ ତ ନୁହଁ.. ଯିଏ..ମୋ ଶାଳୀ ଫୋନ୍ ରିସିଭ୍ କଲେ..ଆଇ ଲଭ୍ ୟୁ କହିକି.. ହସୁଛି..।
Comedy
Loading…
Next page →