StoryMirror - Read, Write, Share & Repeat#awritingcontestwithatwist
67 storys
- ତିନି ବନ୍ଧୁNamita Pal · 3 min read · 482 readsତିନିହେଁ ଜୋରରେ ହସିଉଠିଲେ। ଏବେ ଚାଲ ପଢ଼ାରେ ମନ ଦେବା ପରୀକ୍ଷାରେ ପାସ୍ ହେବାକୁ ହେବ।Others
- ଅନ୍ତର୍ଦାହSuniti Devi · 20 min read · 21.5K reads"...ତମେ ଯେତେଵେଳେ ସମ୍ପୂର୍ଣ ଘନେଇ ଯିବ ମୋ ଭିତରେ ମୋର ମୃତ୍ୟୁ ହେଉ । ଆଉ, ଆରଜନ୍ମରେ ତମ ସହିତ ମୋର ଦେଖା
ନହେଉ ।"Tragedy
- ମଧ୍ୟ ରାତ୍ରିAmiya Bej · 15 min read · 14.5K reads- ଅଛି ପାଖରେ ?
- ହଁଅଁଅଁ !
- ଚୁପଚାପ୍ ଛିଡା ହେ । କିଛି ହୁସିଆରି କରିବୁନି । ସେ ତୋର କିଛି ଖରାପ କରିବନି । ବସ୍ ଆସିଲେ ଆସିଯିବୁ । ହେଲା ?Horror
- SHUNYATABinay Das · 1 min read · 7.1K readsଶୂନ୍ୟତା
ବିନୟ୍ ମୋହନ ଦାସ
୩୦.୦୬.୨୦୧୫
ଶୂନ୍ୟତା ମୋହର ଅତି ପରିଚିତ
ଯା’ ସଙ୍ଗେ ମୁଁ କଥା ହୁଏ,
ଲୁଚିଥିବା ଯେତେ ଭାବପ୍ରବଣତା
ତାହା ଆଗେ ଗପି ଦିଏ
ମୁରୁକି ହସେ ସେ’ ଗପ ଶୁଣୁ ଶୁଣୁ
ତଥାପି ସେ’ ଶୁଣୁ ଥାଏ,
ବିରୋଧ କରିନି, ଦୂରେଇ ଯାଇନି
ମୋତେ ବୋଧେ ଭଲ ପାଏ
ଯେତେ ଥିଲେ ସାଙ୍ଗ ଦୂରେଇ ଗଲେଣି
ଦୂର ହୋଇନି ଶୂନ୍ୟତା,
ଯେବେ ବି ଡାକିଛି, ସହସା ଆସିଛି
ମୋ’ ସଙ୍ଗେ ହୋଇଛି କଥା
ବୋଧଜ୍ଞାନ ମୋର ଲୋପ ହୋଇଲେ ବି
ବିରକ୍ତ ହୋଇନି କେବେ,
ପ୍ରୋତ୍ସାହନ ଦିଏ, ବୁଝାଇ ବି କହେ
“ନିଜତ୍ବ ହରାନି କେବେ” !
ଶୁଣିବାକୁ ସିଏ ସର୍ବଦା ପ୍ରସ୍ତୁତ
କହିବାକୁ ଯେବେ ଚାହେଁ,
ଅଦ୍ଭୁତ ତାହାର ଧୀ-ଧୈର୍ଯ୍ୟ ଶକ୍ତି
ବାସ୍ତବରେ ମୋତେ ଭାଏ
ଯଦି ଝୁଣ୍ଟିପଡ଼େ ମୋତେ ଧରି ନେଇ
କୁହଇ ମୋ’ କାନ ପାଖେ,
ଏପରି ଅଧୈର୍ଯ୍ୟ ହୁଅନି ହେ’ ବନ୍ଧୁ
ରହି ଯିବ ସଦା ଦୁଃଖେ
ସମୟର ତାଳେ ସବୁ ବଦଳୁଛି
ତୁମେ କି ନୂଆ ବ୍ୟକ୍ତିତ୍ବ,
ତୁମ ପାଇଁ କିଛି ନୂଆ ଘଟୁନାହିଁ
ହରାଅ କାହିଁ ଅସ୍ଥିତ୍ବ ??Others
- ପ୍ରଥମ ପ୍ରେମSumanta Nayak · 4 min read · 7.4K readsସତେ ଯେ ପରି ସେ ଝିଅଟି ଥିଲା ଇଶ୍ଵରଙ୍କର ସୁନ୍ଦର ସୃଷ୍ଟି ର ଏକ ସୁନ୍ଦର ପ୍ରତିଛବି, କଥାକୁହା ଆଖି ...Inspirational
- ନାଲି ଶାଢ଼ୀMadhabi Patel · 5 min read · 323 readsସେ କହିଲେ ମୁ ହତ ଭଗିନୀ ଟେ ସବୁ ଦୁଃଖ ଭିତରେ ତାଙ୍କୁପାଇ ଟିକେ ଖୁସୀ ପାଉଥିଲି ଯେ ଭଗବାନ ତାହାବି ସହିTragedy
Loading…