by jyotsna mayee panda ✓ · 8 Jun 2021
ସତରେ ଏ ଦlରିଦ୍ର୍ୟତା ପ୍ରତି ସହାୟତା ନା ଉପହାସ l ଜଣକୁ ସାହାଯ୍ୟ କରି ନିଜ ଆତ୍ମବଡ଼ିମାର ପରିପ୍ରକାଶ କଣ ନିହାତି ଜରୁରୀ??? ସହାୟତାର ହାତ ବଢ଼େଇ ନିଜେ ପ୍ରଶଂସା ସାଉଁଟିବା କଣ ମାନବିକତାର ପରିଚୟ???
Loading comments…
Loading comments…