by Lopamudra Parida ✓ · 9 Jun 2021
ଏଠି ଆଉ କିଏ ଥିଲା ଯେ କାହା ପାଇଁ ଝରେଇବାକୁ ଲୁହ ? ଫାଳେ ଆଖିର ତରଳ ନିଆଁ ବହି ଶୁଖି ଚେଙ୍ଗା ଦାଗ ଛାଡିଲା ବେଳକୁ ଆର ଫାଳ ଆଖିରୁ ଧସେଇ ପଶୁଥିଲା ଆଉ ଧାରେ ଲାର୍ଭା ତାମ୍ପଡା ଗାଲ ଉପରକୁ ।
Loading comments…
Loading comments…