by Anil Pradhan ✓ · 8 May 2021
କଣ କରିବେ ଆଉ କଣ ନ କରିବେ ଚିନ୍ତା ନକରି ପାରି ସେହି ଅଧା ରାସ୍ତାରୁ ହିଁ ଏକ ମୁହାଁ ହୋଇ ଭୟରେ ଘରକୁ ଫେରିଗଲେ ସାହୁ ବାବୁ। ଆସିଲା ବେଳେ ମନେ ମନେ ଭାବୁଥାନ୍ତି ସତରେ କଣ ସେ ଭିତରୁ ଜିନ୍ ବାହାରିଥାନ୍ତା ଆଉ ମତେ ମାରି ଦିଅନ୍ତା ନା ଆଉ କିଛି
Loading comments…
Loading comments…