by Pranati Panda ✓ · 27 May 2021
ସତେ ଯେମିତି ଗୋଟିଏ ଦୁର୍ଘଟଣା ଅପେକ୍ଷା କରି ବସିଥିଲା ଆଭା ର ଜୀବନରେ..... ସବୁ କିଛି ଓଲଟ ପାଲଟ ହୋଇଗଲା , ଦାରିଦ୍ର ର କଷାଘାତରେ ରୋଗିଣା ମା କୁ ଲୁଚେଇ ବାପା ବିକି ଦେଇଥିଲେ ଦଲାଲ୍ ହାତରେ...... ଆଉ ଆଭା ପଶ୍ଚିମବଙ୍ଗ ର ମାଳ ଅଞ୍ଚଳରୁ
Loading comments…
Loading comments…