Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଦାୟୀ
9 storys
ଏଥିପାଇଁ ଦାୟୀ କିଏ
PRANATI MAHAPATRA · 7 min read · 514 reads
ସେ ଆଉ କେବେବି କଥା କହିବେ ନାହିଁ।ସେ ଆଉ ନାହାଁନ୍ତି।
Inspirational
ଅଭାଗିନୀ ଆଭା
Pranati Panda · 2 min read · 248 reads
ସତେ ଯେମିତି ଗୋଟିଏ ଦୁର୍ଘଟଣା ଅପେକ୍ଷା କରି ବସିଥିଲା ଆଭା ର ଜୀବନରେ..... ସବୁ କିଛି ଓଲଟ ପାଲଟ ହୋଇଗଲା , ଦାରିଦ୍ର ର କଷାଘାତରେ ରୋଗିଣା ମା କୁ ଲୁଚେଇ ବାପା ବିକି ଦେଇଥିଲେ ଦଲାଲ୍ ହାତରେ...... ଆଉ ଆଭା ପଶ୍ଚିମବଙ୍ଗ ର ମାଳ ଅଞ୍ଚଳରୁ
Tragedy
ମୁଁ ହିଁ କେବଳ ଦାୟୀ
Lipsa Acharya · 1 min read · 477 reads
ମୋତେ ଏଇ ପ୍ରଶ୍ନ କିଏ ପଚାରିଥାନ୍ତା ? ବାପା ସିନା କହିପାରୁ ନାହାନ୍ତି । ମୁଁ ନିଶ୍ଚିତ କହିପାରିଥାନ୍ତି । ପ୍ରଥମ ଭୁଲ୍ ଟି ବାପା ମା ର । କାହିଁକି ନା ,ଯେତେବେଳେ ଜାଣିଲେ କନ୍ଯା ସନ୍ତାନ ଟିଏ ଜନ୍ମ ନବ ବୋଲି । ସେହି ସମୟରେ ମାରିଦେବାର ଥିଲା ତାଙ୍କର ।
Tragedy
କଞ୍ଜୁସ୍
Kananbala Nayak · 4 min read · 51 reads
ସନ୍ତାନ ନ ହେବା ପାଇଁ କଣ ଖାଲି ସେ ଦାୟୀ? କାହିଁ ମୁଁ ବି ହୋଇଥାଇ ପାରେ? କାହିଁ ମୋ ସ୍ତ୍ରୀକୁ ତ କେହି କହୁନ ଦ୍ଵିତୀୟ ବାହାଘର ପାଇଁ?
Inspirational
ଗଳ୍ପ - ଏ ଈଶ୍ୱର ତୁମେ କୁହ
DAMBURUDHARA BEHERA · 3 min read · 225 reads
ହେ ଭଗବାନ ତୁମେ କୁହ । ଏଥିପାଇଁ ଦାୟୀ କିଏ ? ମୁଁ ନା ମୋ ମାଆ ? ନା ଏ ସଭ୍ୟ ସମାଜର ମାନବ । କି ତୁମେ ଚୁପ ଚାପ ରହି ଦେଖୁଥିବା ଈଶ୍ୱର ?
Tragedy
କବିର ମୃତ୍ୟୁ
Lipi Sahoo · 4 min read · 179 reads
ଆଠଟା ପରେ ଦୃଶ୍ୟ ପୂରା ବଦଳି ଗଲା ହଲ୍ ଖଚା ଖଚ୍ ଭର୍ତ୍ତି । ଡିଜେ ଢାଉଁ ଢାଉଁ ବାଜିଲା । ବିଛୁଆତି ଲାଗିଲେ ଯେମିତି ଛାଟିପିଟି ହୁଅନ୍ତି, ସବୁ ସେମିତି ଛାଟିପିଟି ହେଲେ । ଆଉ ୟାକୁ ହିଁ କୁହାଯାଉଛି ଆଜିକାଲିକା ନାଚ ।
Others
Loading…
Next page →