by Lipi Sahoo ✓ · 26 Jan 2021
ଆଠଟା ପରେ ଦୃଶ୍ୟ ପୂରା ବଦଳି ଗଲା ହଲ୍ ଖଚା ଖଚ୍ ଭର୍ତ୍ତି । ଡିଜେ ଢାଉଁ ଢାଉଁ ବାଜିଲା । ବିଛୁଆତି ଲାଗିଲେ ଯେମିତି ଛାଟିପିଟି ହୁଅନ୍ତି, ସବୁ ସେମିତି ଛାଟିପିଟି ହେଲେ । ଆଉ ୟାକୁ ହିଁ କୁହାଯାଉଛି ଆଜିକାଲିକା ନାଚ ।
Loading comments…
Loading comments…