by Lipsa Acharya ✓ · 18 Aug 2019
ମୋତେ ଏଇ ପ୍ରଶ୍ନ କିଏ ପଚାରିଥାନ୍ତା ? ବାପା ସିନା କହିପାରୁ ନାହାନ୍ତି । ମୁଁ ନିଶ୍ଚିତ କହିପାରିଥାନ୍ତି । ପ୍ରଥମ ଭୁଲ୍ ଟି ବାପା ମା ର । କାହିଁକି ନା ,ଯେତେବେଳେ ଜାଣିଲେ କନ୍ଯା ସନ୍ତାନ ଟିଏ ଜନ୍ମ ନବ ବୋଲି । ସେହି ସମୟରେ ମାରିଦେବାର ଥିଲା ତାଙ୍କର ।
Loading comments…
Loading comments…