by Minakshi Samal ✓ · 18 Nov 2019
ହଠାତ୍ ଅପର ବର୍ଥରେ ଶୋଇଥିବା ଯୁବକ ଜଣକ ତଳକୁ ଓଲ୍ହାଇ ଆସିଲେ। ଧଡପଡ ହୋଇ ନୟନା ଉଠି ବସିଲା। ପୁରା ବଗିରେ ଚାରିପାଞ୍ଚଜଣ ଯାତ୍ରୀ ଥିଲେ ବୋଧହୁଏ ।
Loading comments…
Loading comments…