Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଫୋନ
68 storys
ହ୍ୟାଲୋ ହ୍ୟାଲୋ
Priyadarsini Das.PriYa❤️ · 2 min read · 11.8K reads
ସବୁ କିଛିକୁ ଯଦି ଭଲ ଦିଗରେ ନେବା ତେବେ ସବୁ ଆମ ସପକ୍ଷରେ । ସମ୍ପୂର୍ଣ୍ଣ ଦୂରରେ ରହିବା ଠୁ ଟିକିଏ ପାଖରେ ରହି ପାରିବାର ଅନୁଭୂତି ଆସୁଛି ।
Inspirational
ହୋମ କଲିଂ
Seetaram Dash · 1 min read · 675 reads
ତୁ ଆଜି ଟିଫିନ୍ ଛାଡି ଆସିଥିଲୁ। ମୁଁ ତୋ ଅଫିସ ଆଗରେ ବସିଛି। ଆ ନେଇ ଯା।
Others
ଅଚିହ୍ନା ସମ୍ପର୍କ
Minakshi Samal · 3 min read · 362 reads
ହଠାତ୍ ଅପର ବର୍ଥରେ ଶୋଇଥିବା ଯୁବକ ଜଣକ ତଳକୁ ଓଲ୍ହାଇ ଆସିଲେ। ଧଡପଡ ହୋଇ ନୟନା ଉଠି ବସିଲା। ପୁରା ବଗିରେ ଚାରିପାଞ୍ଚଜଣ ଯାତ୍ରୀ ଥିଲେ ବୋଧହୁଏ ।
Drama
ହସ୍ପିଟାଲ
Alok Behera · 6 min read · 7.7K reads
ଏହା ପରେ ସେ ଯାଇ ଫୋନ କରି କହିଲେ ଗୋଟେ ବେଡ଼ ପ୍ରସ୍ତୁତ କରିବା ପାଇଁ,ଏହା ପରେ ସେ ନର୍ସ ଆମକୁ ନେଇଗଲେ ଉପର ମହଲାରେ ଥିବା ଗୋଟେ ରୁମକୁ......
Horror
ଦି ଛକିରେ ଜୀବନ
Aravinda Das · 6 min read · 274 reads
ସେଲୁନ ବାଲା ପଚାରିଲା, ", କେମିତି କାଟିବି ଆଜ୍ଞା ?" ପୁଣି ଦି ଛକିରେ ଜୀବନ । ଗମ୍ଭୀର ସ୍ୱରରେ ବିବେକ କହିଲା, - "କ୍ରାନ୍ତି କୁମାରଙ୍କ ଷ୍ଟାଇଲରେ କାଟ । ଠିକ୍ ଯେମିତି ତାଙ୍କ ଡୁପ୍ଲିକେଟ ଭଳି ଦେଖାଯିବି ମୁଁ । "
Thriller
ସ୍ମୃତି ସେ ଦିନର...
Satyajit Samal · 4 min read · 538 reads
ଆଗକୁ ବଢି ବଢି ଏକ ତ୍ରିକୋଣିଆ ଜାଗାରେ ଛିଡାହେଲି । ଠିକ୍ ବାଟ କେଉଁଟା ବତେଇପାରୁନଥିଲି । ଭଗବାନଙ୍କ ନାଁ ଧରି ଗୋଟେ ସିଧାରେ ଚାଲିଲି ।
Others
Loading…
Next page →