by Aravinda Das ✓ · 3 Dec 2019
ସେଲୁନ ବାଲା ପଚାରିଲା, ", କେମିତି କାଟିବି ଆଜ୍ଞା ?" ପୁଣି ଦି ଛକିରେ ଜୀବନ । ଗମ୍ଭୀର ସ୍ୱରରେ ବିବେକ କହିଲା, - "କ୍ରାନ୍ତି କୁମାରଙ୍କ ଷ୍ଟାଇଲରେ କାଟ । ଠିକ୍ ଯେମିତି ତାଙ୍କ ଡୁପ୍ଲିକେଟ ଭଳି ଦେଖାଯିବି ମୁଁ । "
Loading comments…
Loading comments…