by Satyabati Swain ✓ · 21 May 2019
ସେଇ ଦିନଠୁ ପ୍ରତିଦିନ ମୋନା ଦେଖା କରିବାକୁ ଯାଏ ତା ବନ୍ଧୁ ଗରିଲାକୁ । ଉଭୟେ ଦୁଃଖ ସୁଖ ହୁଅନ୍ତି, ହସନ୍ତି । ମଣିଷ ଓ ପଶୁ ମଧ୍ୟରେ ଏପରି ବନ୍ଧୁତା ଦେଖି ଲୋକେ ତଟସ୍ଥ ହୁଅନ୍ତି ।
Loading comments…
Loading comments…