120Log inSign up
ଅଗଷ୍ଟ୍ ପନ୍ଦର
Story · Inspirational

ଅଗଷ୍ଟ୍ ପନ୍ଦର

by Pramod Kumar Jena ✓ · 28 Aug 2017

42.3KReads
60Likes
4Min read

: ଜେଜେ ! ଆମେ କ’ଣ ଆଗେ ସେଇ ବୁଢା  ବଳଦ ଭଳିଆ ଥିଲୁ ? ପପୁନ୍ ମୁହଁକୁ ଚାହିଁଲି l କିଛି ବୁଝିଲା l ଆଉ କିଛି ବୁଝିବାର ଇଚ୍ଛା ତା’ ଆଖିରେ l ମୁଣ୍ଡରେ ହାତ ମାରି କହିଲି, ‘ ହଁ ଆଗେ ଥିଲୁ l ଏବେ କିନ୍ତୁ ନାହୁଁ l ଏବେ ଆମେ ପରା ସ୍ୱାଧୀନ l’

Loading comments…