by Deepak Sarangi ✓ · 9 Jul 2019
ଗୋଟେ ଭଙ୍ଗା କେବିନ ପଛପଟୁ ବାହାରି ଆସିଲା ଗୋଟେ ଜୀର୍ଣ୍ଣକାୟ ବୃଦ୍ଧ । ଷ୍ଟ୍ରୀଟଲାଇଟ୍ ରେ ତା’ର ମୁହଁଟା ସ୍ପଷ୍ଟ ଜଣା ପଡୁନଥିଲା । କିନ୍ତୁ ଲାଗୁଥିଲା ଦାଢି ଓ ଅଲରା ଚୁଟିରେ ଭର୍ତ୍ତି ଗୋଟେ ପାଗଳ ଭଳି ।
Loading comments…
Loading comments…