by Aminilu Ray ✓ · 21 Jan 2020
ପୁଅ, ଝିଅ, ବୋହୂ, ନାତି, ନାତୁଣୀ ସମସ୍ତେ ଥାଇ ବି କେହି ନଥିଲା ପରି ନିସଙ୍ଗ ଜୀବନ ଅତିବାହିତ କରୁଛନ୍ତି ପ୍ରଭାକର ବାବୁ । ଏ ଦୁଃଖକଷ୍ଟ ଜୀବନ ମଧ୍ୟରେ ତାଙ୍କର ବଂଚିବା ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି ।
Loading comments…
Loading comments…