by Amita Dash ✓ · 31 Jan 2021
ବାପା କହିଲେ ତୋର ମନେ ପଡୁନି ବୋଧହୁଏ l ଆଉ ଅଳ୍ପ ଥିଲା ମୁଁ କହିଲି ତୁ ଘରକୁ ଯାଇ ଗୋରୁଗାଈଙ୍କ କାମ କର l ମୁଁ ସାରି ଦେଇ ଯିବି l ତୁ ଆସି ପୁଣି ଥରେ ଶୋଇ ପଡିଥିବୁ ତୋର ମନେ ନ ଥିବ l
Loading comments…
Comments
Loading comments…