by Dr Jharana Satapathy ✓ · 25 May 2019
ଚେସ୍ ଖେଳି ଗତ ଦୁଇବର୍ଷ ମଧ୍ୟରେ ବିଭିନ୍ନ ସ୍ଥାନରେ ହୋଇଥିବା ପ୍ରତିଯୋଗିତାରେ ଭାଗ ନେଇ ସମସ୍ତଙ୍କୁବିସ୍ମିତ କରିଦିଏ କୁନା। ସେଠାରେ ସଫଳତା ହାସଲ କରି ସେ ବିଚାରକ ମଣ୍ଡଳୀଙ୍କ ଦ୍ବାରା ଦୃଷ୍ଟି ଆକର୍ଷଣ ହୋଇପାରିଛି ।
Loading comments…
Loading comments…