Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#କୁନା
7 storys
ଶେଷରେ ଜେଜେ ବୁଝିଲେ
Pritipriya Mohanty · 4 min read · 15.1K reads
ଜେଜେଙ୍କ ମନରୁ ଭୁଲ ଧାରଣାକୁ ଦୂରେଇ ଦେଇ ଭଲ ଶିକ୍ଷା ଟିଏ ଦେଇଥିବାରୁ କୁନା ଓ ମିଲି ମଧ୍ୟ ଭାରି ଖୁସି ହେଲେ।
Inspirational
ପ୍ରେମ.ଡଟ.କମ
Trupti Paikaray · 9 min read · 462 reads
ଅଜୁର ନୂଆ ଜୀବନ ଆରମ୍ଭ ହେଇସାରିଥିଲା, ଏଲୋରା ବି ଅଜୁ ଜୀବନରେ ଆସି ତା ଜୀବନକୁ ଖୁସିରେ ଭରି ଦେଇଥିଲା I ଏଲୋରା, ଅଜୁକୁ ନିଜ ଠାରୁ ବି ବେଶି ଭଲ ପାଏ, ଆଉ ସବୁବେଳେ ଥଟ୍ଟାରେ କୁହେ, "ଅଜୁ ଆମେ ପ୍ରେମ.ଡଟ.କମ ପ୍ରୋଜେକ୍ଟ କେବେ ଆରମ୍ଭ କରିବା?
Inspirational
ପିଲା ବେଳର ଝଗଡା
Akhay Kumar Nayak · 2 min read · 470 reads
ମୋର ସାଙ୍ଗ ମାନେ ମଧ୍ୟ ବହୁତ ବୁଝେଇଛନ୍ତି ହେଲେ କେହି କାହା ସହ ଆଗେ କଥା ବାର୍ତା ହେବାକୁ ନାରଜ ।
Others
କର୍ତ୍ତବ୍ୟ
Seetaram Dash · 3 min read · 296 reads
ଭାବଗ୍ରାହୀ ବାବୁ କଷ୍ଟରେ ଆଉଟୁ ପାଉଟୁ ହେଉଥାନ୍ତି। ବଡ଼ ପାଟିରେ କହୁଥାନ୍ତି କୁନାରେ ଆଉ ସମ୍ଭାଳି ପାରୁନି। ମତେ ଟିକେ ଭଲ କରିଦେରେ କୁନା। ତାଙ୍କର ବିକଳ ଚିତ୍କାର ସମସ୍ତଙ୍କୁ ସ୍ତବ୍ଧ କରୁଥାଏ। କୁନାର ଆଖିରେ ଧାର ଧାର ଲୁହ। ପାଖରେ ଟଙ୍କା ନାହିଁ। ଜଣେ ସମ୍ପକୀୟଙ୍କୁ ବାପାଙ୍କ ପାଖରେ ଛାଡ଼ି କୁନା ଧାଇଁଲା ଗାଁ ଅଭିମୁଖେ। ଆଖି ଆଗରେ ନାଚି ଯାଇଥାଏ ପିଲାଦିନର ପ୍ରତେକ ସ୍ମୃତି। ମନରେ ଅନେକ ଦୁଃଖ ଯନ୍ତ୍ରଣା ଏବଂ ଅଭିମାନ।
Inspirational
ବାଦଶାହା କୁନା
Dr Jharana Satapathy · 2 min read · 423 reads
ଚେସ୍ ଖେଳି ଗତ ଦୁଇବର୍ଷ ମଧ୍ୟରେ ବିଭିନ୍ନ ସ୍ଥାନରେ ହୋଇଥିବା ପ୍ରତିଯୋଗିତାରେ ଭାଗ ନେଇ ସମସ୍ତଙ୍କୁବିସ୍ମିତ କରିଦିଏ କୁନା। ସେଠାରେ ସଫଳତା ହାସଲ କରି ସେ ବିଚାରକ ମଣ୍ଡଳୀଙ୍କ ଦ୍ବାରା ଦୃଷ୍ଟି ଆକର୍ଷଣ ହୋଇପାରିଛି ।
Inspirational
ପ୍ରେରଣା
Seetaram Dash · 5 min read · 371 reads
ଏବେ କୁନା ସ୍କୁଲରେ ଶିକ୍ଷକ ମାନଙ୍କର ସବୁଠୁ ଅତି ପ୍ରିୟ ଛାତ୍ର। ସ୍କୁଲରୁ ଗାଁ ପର୍ଯ୍ୟନ୍ତ ସବୁଠି କୁନାର ପ୍ରଶଂସା। ଯେଉଁ ଦିନ କୁନା ବୃତ୍ତି ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କଲା ପୁରା ଗାଁ ଖୁସିରେ ନାଚି ଉଠିଲା। ମାଳତୀ ନାନୀର ଆଖିରୁ ଝରିଗଲା ଦୁଇ ଧାର ଆନନ୍ଦର ଅଶ୍ରୁ। ଅଭାବ ଅନାଟନରେ ବି କୁନାର ଚାଲିଥାଏ ସଂଘର୍ଷ
Others
Loading…
Next page →