ଏବେ କୁନା ସ୍କୁଲରେ ଶିକ୍ଷକ ମାନଙ୍କର ସବୁଠୁ ଅତି ପ୍ରିୟ ଛାତ୍ର। ସ୍କୁଲରୁ ଗାଁ ପର୍ଯ୍ୟନ୍ତ ସବୁଠି କୁନାର ପ୍ରଶଂସା। ଯେଉଁ ଦିନ କୁନା ବୃତ୍ତି ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କଲା ପୁରା ଗାଁ ଖୁସିରେ ନାଚି ଉଠିଲା। ମାଳତୀ ନାନୀର ଆଖିରୁ ଝରିଗଲା ଦୁଇ ଧାର ଆନନ୍ଦର ଅଶ୍ରୁ। ଅଭାବ ଅନାଟନରେ ବି କୁନାର ଚାଲିଥାଏ ସଂଘର୍ଷ
Loading comments…