by Trupti Paikaray ✓ · 29 Oct 2019
ଅଜୁର ନୂଆ ଜୀବନ ଆରମ୍ଭ ହେଇସାରିଥିଲା, ଏଲୋରା ବି ଅଜୁ ଜୀବନରେ ଆସି ତା ଜୀବନକୁ ଖୁସିରେ ଭରି ଦେଇଥିଲା I ଏଲୋରା, ଅଜୁକୁ ନିଜ ଠାରୁ ବି ବେଶି ଭଲ ପାଏ, ଆଉ ସବୁବେଳେ ଥଟ୍ଟାରେ କୁହେ, "ଅଜୁ ଆମେ ପ୍ରେମ.ଡଟ.କମ ପ୍ରୋଜେକ୍ଟ କେବେ ଆରମ୍ଭ କରିବା?
Loading comments…
Loading comments…