by pranati Mahapatra ✓ · 17 Sept 2019
ଟଙ୍କା ପଇସା ବହୁତ ଖର୍ଚ୍ଚ ହେଉଛି । ସମସ୍ତଙ୍କୁ କହ । ସମସ୍ତେ ମିଶି, କଥା ହୋଇ ଯାହା କିଛି କରିବୁ । ଜଣେ କାହିଁକି ତୋ କଥା ବୁଝିବ । ସବୁ ଶୁଣି ସାରି ମାଆ ଏବେ ନିରୁପାୟ ହୋଇ ବାକ୍ ଶୂନ୍ୟ ହୋଇଯାଇଛି ।
Loading comments…
Loading comments…