by Akshayakumar Dash ✓ · 3 Jul 2021
ପଚିଶ ଜଣ ପରିବାର ନେଇ ଘର ଚଳେଇବା ଦାୟିତ୍ୱ ବାପାଙ୍କର । ଚାଷ କାମର ଦାଇତ୍ୱ ବି ବୁଝନ୍ତି । ତେଣୁ ପ୍ରତିଦିନ ରାତ୍ରିରେ ଡାଇରୀ ଲେଖନ୍ତି । ନିଜର ଘର ଖର୍ଚ୍ଚ ଓ ଚାଷବାସର ଖର୍ଚ୍ଚ ଆଦି ପ୍ରତିଦିନ ଲେଖିରଖନ୍ତି ।
Loading comments…
Loading comments…