by srutakirti Tripathy ✓ · 28 Jun 2019
ଅଜ୍ଞାନ ଲୋକଗୁଡା ଦନେଇ ସାହୁର କଥାକୁ ଅତି ସହଜରେ ବିଶ୍ୱାସ କରିଗଲେ l ଆସନ୍ତା କାଲି ଯାହାର ଯାହା ସଉଦା ଦରକାର, ସମସ୍ତେ ଗୋଟିଏ ଗୋଟିଏ ଚିଠା ପ୍ରସ୍ତୁତ କରି ନେଇଆସିବା ପାଇଁ ଦନେଇ ଅନୁରୋଧ କଲା l ଆସିଲାବେଳେ ସମସ୍ତଙ୍କୁ ନିଜ ନିଜ ରାସନ କାର୍ଡଟିକୁ ସାଥିରେ ନେଇଆସିବା ପାଇଁ ମଧ୍ୟ କହିରଖିଲା l
Loading comments…
Loading comments…