by Dr Arati Pattajoshi ✓ · 12 Aug 2020
ମୁଁ ବେଳକୁ ବେଳ ଅବଶ ହୋଇ ପଡୁଥିଲି। ମୋ ଦେହରେ ଆଉ ଶକ୍ତି ନଥିଲା। ଶେଷରେ ସେଇ ଆଲମିରା ଭିତରେ ଶ୍ୱାସ ରୁଦ୍ଧ ହୋଇ ମୋର ମୃତ୍ୟୁ ହେଲା। ଅନେକ୍ ସମୟପରେ ମା ସନ୍ଦେହ କରି ଆଲମିରା ଖୋଲିଲା ବେଳକୁ ଆଉ କିଛି ନଥିଲା।
Loading comments…
Comments
Loading comments…