by suchismita Panda ✓ · 11 May 2022
ଦେବତା ଭଳି ଲୋକ ଦେଖାଣିଆ ମଣିଷର ପ୍ରକୃତ ରାକ୍ଷସ ପଣ ଆଖିରେ ଆସିଥିଲା । ମୋତେ ସେ ଶଙ୍ଖା ସିନ୍ଦୂର ଦେଇଥିଲା ସତ ହେଲେ ପତ୍ନୀର ସମ୍ମାନରେ ଆଉ ଜଣେ ଝିଅ ଥିଲେ ତାଙ୍କ ଶଯ୍ୟାସଙ୍ଗିନୀ ।
Loading comments…
Loading comments…