by Sachidananda Kar ✓ · 27 Dec 2020
ଆଖିରେ ଲୁହ ଦେଲେ ଦିଅ।ଦେହରୁ ଲହୁ ନେଲେ ନିଅ।ହେଲେ ଆମକୁ ଭାତ ଦିଅ,ଭାତିଆ ଦିଅ।ବନ୍ଦ କରନା।ଲକ୍ଷ୍ମୀ ତମର।ହଁ,ତମର ସେ ସବୁଦିନର।
Loading comments…
Comments
Loading comments…