by jyotsna mayee panda ✓ · 20 May 2021
ସତରେ ଏ ତ ଘର ନୁହେଁ ଥିଲା ଏକ କଳାର ମନ୍ଦିର l ଯେଉଁଠି ସମସ୍ତେ ଗୋଟେ ଗୋଟେ କଳାକାର l କାନ୍ଥରେ ସୁନ୍ଦର ସୁନ୍ଦର ପୈଁଟିଂ ଲାଗିଛି l ଘରଟା ଖୁବ ପୁରୁଣା ହେଲେ ବି ଖୁବ ସୁନ୍ଦର ଭାବେ ସଜା ହୋଇଛି l
Loading comments…
Loading comments…