ନିଜ ଇଚ୍ଛାରେ ଆଜି ଯାଏ କିଛି ବି କରିବା ପାଇଁ ଚାହିଁନୁ ତୁ । ଆଜି କ’ଣ ପାଇଁ ନିଜ ଇଚ୍ଛାରେ ମରିବା ପାଇଁ ଚାହିଁଲୁ । କ୍ଷୀଣ କଣ୍ଠରେ ମାଳତୀ ଉତ୍ତର ଦେଲା," ମୋତେ ଭଲ କରିବାକୁ ଯାଇ ତୁମେ ଆମ ଜମି ଗୁଣ୍ଠକ ବିକି ଦେଇଥାନ୍ତ । ସେତିକି ବି ଅଣ୍ଟି ନଥାନ୍ତା । ତା ପରେ ଏ ଘରଟାକୁ ବି ବିକି ଦେଇଥାନ୍ତ କିନ୍ତୁ ମୋତେ ଯମ ପାଖରୁ ଛଡେଇ ଆଣି ପାରି ନଥାନ୍ତ । ଆଉ କିଛି ମାସ ଅଧିକ ବଞ୍ଚିବା ପାଇଁ ମୁଁ କେମିତି ତୁମକୁ ସର୍ବସ୍ୱାନ୍ତ କରିଦେଇଥାନ୍ତି?
Loading comments…