StoryMirror - Read, Write, Share & Repeat- ଛଅଫଡିଆ ଓଉArabinda Rath · 12 min read · 588 readsଏ ଅବସ୍ଥା ଦେଖି ଦୁଇଟା ଅର୍ଘାସୁର ପରି ଭୁଷୁଣ୍ଡା ଲୋକ ହୟଗ୍ରୀବଙ୍କ ବେକଶଣ୍ଢାରୁ ଧରି ତାଙ୍କୁ ଟେକି...Drama
- ଛୋଟିକୁ ଶ୍ରୀମତୀ ବୋଲିSunanda Mohanty · 4 min read · 11.8K readsଏଇ ଦେଖୁନ କେଡେ ସୁନ୍ଦର ବ୍ଲାଉଜ ଟି ବାବୁ ମୋ ପାଇଁ ବଜ଼ାର ରୁ ଆଣିଦେଇଛନ୍ତି । ସ୍ତବ୍ଧ ହେଇଗଲେ ମାମା, ମୁଣ୍ଡ ବୁଲେଇଦେଲା ତାଙ୍କର ।Drama
- ଭିନ୍ନ ଏକ ଇଛାମୃତ୍ୟୁRozalini Mishra · 4 min read · 591 readsଚତୁର୍ଦ୍ଦିଗ ଅନ୍ଧକାର ଦିଶିଲା ସନିଆକୁ।ଅଭିମାନ ଭରା କଣ୍ଠରେ କାନ୍ଦି କାନ୍ଦି ପଚାରିଲା ସନିଆ, ତୁ ଏମିତି କାହିଁକି କଲୁ ମାଳ। ମୋତେ ଜଣେଇଥିଲେ ମୁଁ କଣ ତୋର ଚିକିତ୍ସା କରିନଥାନ୍ତି।ନିଜ ଇଚ୍ଛାରେ ଆଜି ଯାଏ କିଛି ବି କରିବା ପାଇଁ ଚାହିଁନୁ ତୁ।Tragedy
- ଭିନ୍ନ ଏକ ଇଚ୍ଛା ମୃତ୍ୟୁRozalini Mishra · 4 min read · 734 readsନିଜ ଇଚ୍ଛାରେ ଆଜି ଯାଏ କିଛି ବି କରିବା ପାଇଁ ଚାହିଁନୁ ତୁ । ଆଜି କ’ଣ ପାଇଁ ନିଜ ଇଚ୍ଛାରେ ମରିବା ପାଇଁ ଚାହିଁଲୁ । କ୍ଷୀଣ କଣ୍ଠରେ ମାଳତୀ ଉତ୍ତର ଦେଲା," ମୋତେ ଭଲ କରିବାକୁ ଯାଇ ତୁମେ ଆମ ଜମି ଗୁଣ୍ଠକ ବିକି ଦେଇଥାନ୍ତ । ସେତିକି ବି ଅଣ୍ଟି ନଥାନ୍ତା । ତା ପରେ ଏ ଘରଟାକୁ ବି ବିକି ଦେଇଥାନ୍ତ କିନ୍ତୁ ମୋତେ ଯମ ପାଖରୁ ଛଡେଇ ଆଣି ପାରି ନଥାନ୍ତ । ଆଉ କିଛି ମାସ ଅଧିକ ବଞ୍ଚିବା ପାଇଁ ମୁଁ କେମିତି ତୁମକୁ ସର୍ବସ୍ୱାନ୍ତ କରିଦେଇଥାନ୍ତି?Tragedy
- ଉଆଁସBanalaxmi Mohanty · 1 min read · 253 readsଦିନକର କଥା, ସେଦିନ ଜୀବନର ଘରକୁ ଫେରିବା ଡେରିହେଲା। ସଞ୍ଜ ଗଡି ଯେମିତି ରାତିହେଲା ମାଳତିର
ଚିନ୍ତା ବଢInspirational

ରକ୍ତପିପାସୁSaswat Routroy · 11 min read · 815 readsମାଳତୀ ଜାଣିଛି ପଳାଶର ଅତୀତ ବିଷୟରେ, ମୋହିନୀ ଆଉ ତା ମୃତ୍ୟୁ ବିଷୟରେ। ପଳାଶ ଜାଣିଛି ମାଳତୀର ଚରିତ୍ରକୁ- ସରଳ, ଅତିଥିବତ୍ସଳ, ଦୟାଳୁ ଆଉ ସାହାଯ୍ୟକାରୀ ଜଣେ ମଣିଷ। ଗରିବ ଲୋକଙ୍କୁ ଭୋଜନ କରେଇବା ହୋଉ, କି ନିୟମିତ ରକ୍ତଦାନ ହୋଉ, ସର୍ବଦା ଲୋକଙ୍କୁ ସାହାଯ୍ୟ କରିବାରେ ସିଏ ପ୍ରସ୍ତୁତ। ଏଇ ସେଦିନର କଥା; କାହାର ବି-ନେଗେଟିଭ ରକ୍ତ ଦରକାର ଥିଲା କିନ୍ତୁ ରକ୍ତଦାତା ମିଳୁ ନ ଥିଲା। ମାଳତୀର ନିଜର ରକ୍ତ ଏ-ନେଗେଟିଭ, ସେଥିପାଇଁ ସିଏ ଦେଇ ପାରିବନି। ପଳାଶ ସମ୍ଭବ ହୋଇଥିଲେ ରକ୍ତଦାନ କରିଥାନ୍ତା- ହେଲେ ତା ବ୍ଲଡଗ୍ରୁପ ଏ-ପଜିଟିଭ। ଧୀରେ ଧୀରେ ନିଜ ରୂପ ଆଉ ଚରିତ୍ର ଯୋଗୁ, ପଳାଶର ହୃଦୟରେ ଉପାସ୍ୟ ପ୍ରତିମା ହୋଇ ଯାଇଥିଲା ମାଳତୀ।
ଦିନେ ପଳାଶ ହିଁ ନିଜ ଆଡ଼ୁ କଥାଟା ପକେଇଲା, ଆଉ ତାକୁ ଆଶ୍ଚର୍ଯ୍ୟଚକିତ କରି ତାର ପ୍ରସ୍ତାବରେ ରାଜି ହୋଇ ଗଲା ମାଳତୀ। ଶୁଭମୁହୂର୍ତ୍ତ ଦେଖି ସେମାନେ ଆର୍ଯ୍ୟସମାଜ ରୀତିରେ ବାହା ହୋଇ ଗଲେ ଦିନେ।
ରୂପବତୀ ସ୍ତ୍ରୀର ହାତ ଧରି, ପଳାଶ ହରିନାରୟଣଙ୍କ- ମାନେ ମାଳତୀ ଘରକୁ ପ୍ରବେଶ କଲା। ବାହା ପରେ ଭଡ଼ାଘରେ ରହିବାର ମାନେ ନାହିଁ। ଚିକିତ୍ସକ ମହାଶୟଙ୍କୁ ବାକି ଟଙ୍କା ଦେଇ ନିଜ ଜିନିଷପତ୍ର ନେଇ ସିଏ ମାଳତୀ ବସାକୁ ଚାଲି ଆସିଲା। ନୂଆ ଜୀବନର ବହୁତଗୁଡ଼େ ସ୍ୱପ୍ନ ନେଇ ଘର ସଜେଇଛି ମାଳତୀ। ପ୍ରଥମ ରାତିରେ ସ୍ୱାମୀ ପାଇଁ ନିଜ ହାତରେ ବନେଇଛି ସୁସ୍ୱାଦୁ ସବୁ ଲୋଭନୀୟ ଖାଦ୍ୟ- ମେଣ୍ଢାମାଂସ କଷା, ଅଣ୍ଡା ଭୁଜିଆ, କୁକୁଡ଼ା କୋର୍ମା, ଇତ୍ୟାଦି। ପେଟ ଭର୍ତ୍ତି କରି, ମନ ତୃପ୍ତି କରି ଏତେ କିଛି ଖାଇ ପଳାଶର ମନ ଭାରି ପ୍ରଫୁଲ୍ଲ ହୋଇ ଉଠିଲା।Fantasy
Loading…