by Rozalini Mishra ✓ · 25 Jul 2019
ଚତୁର୍ଦ୍ଦିଗ ଅନ୍ଧକାର ଦିଶିଲା ସନିଆକୁ।ଅଭିମାନ ଭରା କଣ୍ଠରେ କାନ୍ଦି କାନ୍ଦି ପଚାରିଲା ସନିଆ, ତୁ ଏମିତି କାହିଁକି କଲୁ ମାଳ। ମୋତେ ଜଣେଇଥିଲେ ମୁଁ କଣ ତୋର ଚିକିତ୍ସା କରିନଥାନ୍ତି।ନିଜ ଇଚ୍ଛାରେ ଆଜି ଯାଏ କିଛି ବି କରିବା ପାଇଁ ଚାହିଁନୁ ତୁ।
Loading comments…
Loading comments…