by Satyabati Swain ✓ · 25 Sept 2020
ଆମ କୁକୁର ଓ ମାଙ୍କଡ ପିଛା କେତେ ଖର୍ଚ୍ଚ ହୁଏ ? ସେ ହିସାବ ତ କରନା । ସକାଳେ ସନ୍ଧ୍ୟାରେ ଝାଡା, ପରିସ୍ରା କଲାଣି କି ନାଇଁ, ଖାଇଲେଣି କି ନାହିଁ କେୟାର ଟେକରକୁ ତାଗିଦା କର । କିନ୍ତୁ ଜେଜେଙ୍କୁ ସେମିତି ଦିନେ କରିଛ?
Loading comments…
Loading comments…